ଲାହୋର,୧୧ା୧୦: ପାକିସ୍ତାନରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବନ୍ଦ ହେବାର ନାମ ନେଉନାହିଁ । ଏବେ ସିନ୍ଧ ପ୍ରଦେଶର ହାଇଦ୍ରାବାଦ ସହରରୁ ଏଭଳି ଏକ ତାଜା ମାମଲା ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଜଣେ ହିନ୍ଦୁ ଝିଅକୁ ଜବରଦସ୍ତ ଅପହରଣ କରିନେଇଥିବାର ଝିଅର ବାା-ମା ଅଭିୋଗ କରିଛନ୍ତି । ସୂଚନା ଥାଉ କି ୧୫ ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ଚତୁର୍ଥ ଘଟଣା । କୁହାାଉଛି ଯେ ଝିଅଟି ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାାଇଥିଲା ।
ଏହାପୂର୍ବରୁ, ପାକିସ୍ତାନରେ ତିନିଜଣ ହିନ୍ଦୁ ଝିଅଙ୍କୁ ଅପହରଣ କରି ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରାଇଥିବାର ମାମଲା ସାମ୍ନାକୁ ଆସିଥିଲା । ଝିଅର ପିତାମାତାଙ୍କ କହିବାନୁସାରେ, ହାଇଦ୍ରାବାଦର ଫତେହଚୌକ ଅଞ୍ଚଳରୁ ଝିଅକୁ ଅପହରଣ କରାାଇଥିଲା । ଖବର ଅନୁାୟୀ ପୁଲିସ ନିକଟରେ ଅଭିୋଗ ହୋଇଥିଲେ ବି ଏର୍ପ୍ୟନ୍ତ ଯୁବତୀଙ୍କ ସନ୍ଧାନ ମିଳିାରି ନାହିଁ । ଏହାପୂର୍ବରୁ ସେ୍େଟମ୍ବର ୨୪ ରେ ନାସରୁର ଅଞ୍ଚଳରୁ ଜଣେ ୧୪ ବର୍ଷର ନାବାଳିକାକୁ ଅହରଣ କରାଯାଇଥିଲା । ମିରାଇଥିଲା । ମିରପୁରଖାସ ସହରରେ ଘରକୁ ଫେରୁଥିବା ବେଳେ ଅନ୍ୟ ଜଣେ ହିନ୍ଦୁ ଝିଅକୁ ମଧ୍ୟ ଅହରଣ କରାଯାଇଛି । ଏହାୂର୍ବରୁ ।କିସ୍ତାନର ମିରୁରଖାସ ସହରରେ ଜଣେ ହିନ୍ଦୁ ବ୍ୟକ୍ତି ତାଙ୍କ ପନôୀଙ୍କୁ ଅପହରଣ କରାଯାଇଥିବାର ଅଭିୋଗ କରିଥିଲେ ।