ଭୁବନେଶ୍ୱର, ୦୩/୦୪: ପୁଣି ଧକ୍କା ଦେଲା ଆମ ବସ୍। ଆମ ବସ୍ ଧକ୍କାରେ ଗୁରୁତର ବରିଷ୍ଠ ପୋଲିସ ଅଧିକାରୀ। ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀଙ୍କୁ ଧକ୍କା ଦେଇଛି ଆମ ବସ। ଅତିରିକ୍ତ ଡିସିପି ସାଇକେଲିଂ କରୁଥିବା ବେଳେ ଭୁବନେଶ୍ୱର କ୍ଲବ ନିକଟରେ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Prev Post
Next Post