NEET- UG ପରୀକ୍ଷା ତାରିଖ ଘୋଷଣା

NTA ପକ୍ଷରୁ ତାରିଖ ଘୋଷଣା

ନୂଆଦିଲ୍ଲୀ, ୧୫/୦୫: ଜୁନ୍‌ ୨୧ରେ ହେବ NEET- UG ପରୀକ୍ଷା। NTA ପକ୍ଷରୁ NEET- UG ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

ଗତ ୩ ତାରିଖରେ ହୋଇଥିଲା NEET-UG ପରୀକ୍ଷା। କିନ୍ତୁ ପ୍ରଶ୍ନପତ୍ର ଲିକ୍‌ ପରେ ରଦ୍ଦ ହୋଇଥିଲା NEET -UG ପରୀକ୍ଷା। ଦେଶରେ ମୋଟ ୨୨ ଲକ୍ଷ ୮୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ସିବିଆଇ କରୁଛି।