ମହଙ୍ଗା ମାଡ଼: ବଢିଲା ସିଏନଜି ଦର ସପ୍ତାହ ମଧ୍ୟରେ ୫ ଟଙ୍କା ମହଙ୍ଗା ହେଲା CNG By Darshana On May 26, 2026 25 0 ନୂଆଦିଲ୍ଲୀ, ୨୬/୦୫: ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ଼। ପେଟ୍ରୋଲ, ଡିଜେଲ୍ ପରେ ବଢ଼ିଲା CNG ଦର। CNG ଦର କିଲୋଗ୍ରାମ ପିଛା ୨ ଟଙ୍କା ମହଙ୍ଗା ହୋଇଛି। ଦିଲ୍ଲୀରେ CNG କିଲୋଗ୍ରାମ ପିଛା ୮୩ ଟଙ୍କା ୯ ପଇସା ହୋଇଛି। ୨ ସପ୍ତାହ ମଧ୍ୟରେ ୫ ଟଙ୍କା ମହଙ୍ଗା ହେଲା CNG। 0 25 Share