ଭବାନୀପାଟଣା, ୨୨/୦୭: ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ୍। ଲାଞ୍ଚ ନେବାବେଳେ ଥୁଆମୂଳ ରାମପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍ ସୀତାକାନ୍ତ ରଣାଙ୍କୁ ଧରିଛି ଭିଜିଲାନ୍ସ।
SHG ମହିଳାମାନଙ୍କ ବିଲ୍ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଜୟପୁର ଭିଜିଲାନ୍ସ ଏସ୍ପିଙ୍କ ନେତୃତ୍ୱରେ ଧରିଲା ୪ ଜଣିଆ ଟିମ୍। କଳାହାଣ୍ଡି ଭବାନୀପାଟଣା ବାସଭବନରେ ଭିଜିଲାନ୍ସ ଟିମ୍ ଖାନ୍ତଲାସି ଆରମ୍ଭ କରିଛି।