ଦୈନିକ ଡାଟା ସୀମା ଶେଷ ହେଲେ ବାକି ଡାଟା କାହିଁକି ନଷ୍ଟ ହୁଏ? ସଂସଦରେ ଉଠିଲା ଦାବି Darshana Mar 23, 2026 0 ପେଟ୍ରୋଲ ବାକି ରହିଲେ ଫେରିଯାଏ ନାହିଁ, ଡାଟା କାହିଁକି ମିଳୁନି?
ଦୁଇ ଜଣ ସଜାଗ ରେଳବାଇ କର୍ମଚାରୀ ପୁରସ୍କୃତ Darshana Mar 23, 2026 0 ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ
ବୟସ୍କଙ୍କ ଜ୍ଞାନକୁ ଉପଯୋଗ କରାଯାଉ Darshana Mar 23, 2026 0 ଗୋଠପାଟଣାସ୍ଥିତ ବରିଷ୍ଠ ନାଗରିକ ବିକାଶ ସଂଘର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ
ଇରାନର ତାଚ୍ଛଲ୍ୟ; ଆମ ଧମକରେ ଡରିଗଲେ ଟ୍ରମ୍ପ Darshana Mar 23, 2026 0 ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ପରେ ଇସ୍ରାଏଲର ଘନଘନ ଆକ୍ରମଣ
ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି Darshana Mar 23, 2026 0 ଅସାଧାରଣ ପ୍ରଦର୍ଶନ ପାଇଁ ପ୍ରଶଂସାପତ୍ର ସହ ନଗଦ ଅର୍ଥ ରାଶି ପ୍ରଦାନ କଲେ
ସହରାଞ୍ଚଳରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ କର୍ମଶାଳା Darshana Mar 23, 2026 0 ଆସନ୍ତା ଶନିବାର ଦିନ ସମଗ୍ର ରାଜ୍ୟରେ ଅଗ୍ନିନିରାପତ୍ତା ମକଡ୍ରିଲ କରାଯିବ: ଅଗ୍ନିଶମ ମହାନିର୍ଦେଶକ
‘ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ: କୂଟନୀତି ହିଁ ଏକମାତ୍ର ବାଟ’ Darshana Mar 23, 2026 0 LPG ଗ୍ୟାସ ଯୋଗାଣ ଓ କୃଷକଙ୍କୁ ପ୍ରାଥମିକତା
ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ପବିତ୍ର ‘ସ୍କନ୍ଧମାତା’ ବେଶ Darshana Mar 23, 2026 0 ମା'ଙ୍କ ପାଖରେ ଷୋଡ଼ଶୋପଚାର ପୂଜା ଓ ଚଣ୍ଡୀପାଠ ଜାରି