ଆସିଲା ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ରେଙ୍ଗାଲି ବିଧାନସଭା ଆସନ ପାଇଁ ସୁଦର୍ଶନ ହରିପାଲଙ୍କ ନାମ ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା

ଭୁବନେଶ୍ୱର, ୦୫/୦୪/୨୦୨୪: ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଆଜି ପ୍ରକାଶ ପାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି।

ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ତାଲିକା:-

ରେଙ୍ଗାଲି- ସୁଦର୍ଶନ ହରିପାଲ
ରାଉରକେଲା- ଶାରଦା ପ୍ରସାଦ ନାୟକ
ବିରମିତ୍ରପୁର- ରୋହିତ ଜେ କୀର୍ତ୍ତି
କେନ୍ଦୁଝର- ମୀନା ମାଝୀ
ରାଇରଙ୍ଗପୁର- ରାଇସିନ ମୁର୍ମୁ
ବାଲେଶ୍ୱର- ସ୍ୱରୁପ ଦାସ
ବାରବାଟୀ; କଟକ- ପ୍ରକାଶ ବେହେରା
ସାଲେପୁର- ପ୍ରଶାନ୍ତ ବେହେରା
ଜୟଦେବ- ନବ କିଶୋର ମଲ୍ଲିକ