ବାତ୍ୟା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର

ବିଭିନ୍ନ ଜିଲ୍ଲା ପାଇଁ ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର ଜାରି

ଭୁବନେଶ୍ବର, ୨୩/୧୦: ବାତ୍ୟା ‘ଦାନା’ ସମୟରେ ଜରୁରୀକାଳୀନ ସହାୟତା ପାଇଁ ସାଧାରଣ ଲୋକଙ୍କ ପାଇଁ ଜାରି ହୋଇଛି ଟୋଲ ଫ୍ରି ନମ୍ବର। ବାତ୍ୟା ସମୟରେ ଓ ବାତ୍ୟା ପରେ ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୦୭୭କୁ ଫୋନ୍ କରି ସହାୟତା ଲୋଡି ପାରିବେ ଲୋକେ।

ଏହାବ୍ୟତୀତ ପ୍ରତି ସମ୍ବେଦନଶୀଳ ଜିଲ୍ଲା ପାଇଁ ନିଜସ୍ୱ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଥିବା ବେଳେ ଜରୁରୀକାଳୀନ ପାଇଁ ସ୍ୱତନ୍ତ୍ର ହେଲପ ଲାଇନ ନମ୍ବର ଜାରି କରାଯାଇଛି। ବିଭିନ୍ନ ଜିଲ୍ଲା ପାଇଁ ଜାରି ହୋଇଥିବା ହେଲପ ଲାଇନ ନମ୍ବରଗୁଡିକ ହେଲା:

ଅନୁଗୁଳ: ୦୬୭୬୪-୨୩୦୯୮୦
ବାଲେଶ୍ୱର: ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭
ଭଦ୍ରକ: ୦୬୭୮୪-୨୫୧୮୮୧
କଟକ: ୦୬୭୧-୨୫୦୭୮୪୨
ଭୁବନେଶ୍ୱର: ୧୯୨୯
ମୟୂରଭଞ୍ଜ: ୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧
ଯାଜପୁର: ୦୬୭୨୮-୨୨୨୬୪୮
କେନ୍ଦ୍ରାପଡ଼ା: ୦୬୭୨୭-୨୩୨୮୦୩
କେନ୍ଦୁଝର: ୦୬୭୬୬-୨୫୫୪୩୭
ଜଗତସିଂହପୁର: ୦୬୭୨୪-୨୨୦୩୬୮
ଢେଙ୍କାନାଳ: ୦୬୭୬୨-୨୨୬୫୦୭, ୦୬୭୬୨-୨୨୧୩୭୬
ପୁରୀ: ୦୬୭୫୨-୨୨୩୨୩୭
ଖୋର୍ଦ୍ଧା: ୦୬୭୫୫-୨୨୦୦୦୨
ଗଞ୍ଜାମ: ୦୬୮୧୧-୨୬୩୯୭୮
ନୟାଗଡ଼: ୦୬୭୫୩-୨୫୨୯୭୮