NDA ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା Z+ ସୁରକ୍ଷା

NDA ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା Z+ ସୁରକ୍ଷା। ଦ୍ରୌପଦୀଙ୍କୁ Z+ ସୁରକ୍ଷା ଯୋଗାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

NDA ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା Z+ ସୁରକ୍ଷା। ଦ୍ରୌପଦୀଙ୍କୁ Z+ ସୁରକ୍ଷା ଯୋଗାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ସୁରକ୍ଷା ଦାୟିତ୍ବରେ ୧୦ରୁ ଅଧିକ ରହିବେ।NSG ସହ CRPF କମାଣ୍ଡୋ ରହିବେ ବୋଲି ଜଣାପଡିଛି ।

ସେହିପରି ରାଇରଙ୍ଗପୁରରୁ ଭୁବନେଶ୍ବର ଏବଂ ଦିଲ୍ଲୀ ଯାଏ ସୁରକ୍ଷା ଯୋଗାଇ ଦିଆଯିବ । ୧୦ କମାଣ୍ଡୋଙ୍କୁ ମିଶାଇ ମୋଟ ୧୫୦ ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଦାୟିତ୍ବରେ ରହିବେ । ଏହାସହିତ ୫ ବୁଲେଟପ୍ରୁଫ୍ କାର୍ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ।