ସମ୍ବଲପୁରରେ ଆଗାମୀ ପିଢିର ଜିଏସଟି ସଂସ୍କାରର ସବିଶେଷ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ

ଜିଏସଟି ସଂସ୍କାର ୨.୦ ମୋଦୀ ସରକାରଙ୍କ ଐତିହାସିକ ନିଷ୍ପତି, ଗାଁରୁ ଦେଶ ପର୍ଯ୍ୟନ୍ତ ଅର୍ଥନୀତିକୁ ବଳ ମିଳିବ: ଧର୍ମେନ୍ଦ୍ର ପ୍ରଧାନ