ଖସୁଛି ପାରଦ, ବଢୁଛି ଥଣ୍ଡା

ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖାଦେଇଛି ଶୀତ ଲହରୀ ।…