Browsing Category
ଓଡିଶା
ଓଡିଶାରେ ବିଜୁଳି କାଟ ହେଉନି, ଟ୍ରାନ୍ସଫର୍ମର ପୋଡିବା ବିଦ୍ୟୁତ ବିଚ୍ଛିନ୍ନର କାରଣ: ଶକ୍ତି…
ଭିତିଭୂମି ଅଭାବ ଓ ମରାମତି କାର୍ଯ୍ୟ ପାଇଁ ଅଧିକ ସମୟ ଲାଗୁଥିବାରୁ ବିଦ୍ୟୁତ ବିଚ୍ଛିନ୍ନର ଏକ ମୁଖ୍ୟ କାରଣ
ମଂଚ ଉପରେ ଟଳି ପଡିଲେ ମାଲେସିୟାନ ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶାନ୍
ସୋର ଆୟୋଜକ ଜଗବନ୍ଧୁ ଜେନାଙ୍କ ସୂଚନା
କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ଅଗ୍ନିକାଣ୍ଡ
ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନର ୱାଗନରେ ଏହି ଅଗ୍ନିକାଣ୍ଡ ଘଟିଥିଲା
ତାତିରେ ଜଳୁଛି ଓଡିଶା: ଆର୍ଦ୍ରତା ସାଜୁଛି ବିପଦ
ରାଜଧାନୀରେ ତାପମାତ୍ରା ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ
୫ଟି ମଡେଲରେ ତିଆରି ହେବ ବାହାନଗା ହାଇସ୍କୁଲ
ଓଡ଼ିଶା ଆଦର୍ଶ ବିଦ୍ୟାଳୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ସୌଦାମିନୀ ମୃତ୍ୟୁ ଘଟଣାକୁ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ହେବ
ଗଜପତି ଏସପି ଏସ. ସ୍ୱାତୀ କୁମାରଙ୍କ ଘୋଷଣା
ଓଲିଉଡ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ
ମାନହାନୀ ମାମଲା ରୁଜୁ କରିବେ ଟୁଟୁ ନାୟକ
ଖାକିରେ ଦାଗ: ଲୁଟ୍ କରି ୨ ହୋମଗାର୍ଡ ଗିରଫ
ଏହି ଲୁଟ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଜଣେ ପୂର୍ବତନ ସମିତି ସଭ୍ୟ