Browsing Category
ଓଡିଶା
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଜୁନ ୨୩ରୁ ଜୋରିମାନା
୫୦୦୦/- ଟଙ୍କା କିମ୍ବା ୧୦,୦୦୦/- ଟଙ୍କା ଜରିମାନା ଆଦାୟ କରାଯିବ
ଡିଆରଡିଓର ସଫଳତାପୂର୍ଣ୍ଣ ‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ର ପରୀକ୍ଷଣ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ
ଓଡ଼ିଶାରେ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆଜିଠାରୁ ଜୁନ୍ ୧୧ ତାରିଖ ପର୍ୟ୍ୟନ୍ତ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ।
କଟକରେ ସିରିଜ୍ ଦୁର୍ଘଟଣା; ନିଶାସକ୍ତ ଡ୍ରାଇଭର ଗିରଫ
ବାରବାଟୀ ଷ୍ଟାଡିୟମ, ଯୋବ୍ରା, ଚାଉଳିଆଗଞ୍ଜ ଦେଇ ଡ୍ରାଇଭର ଅନେକ ଗାଡିକୁ ଧକ୍କା ଦେବାରୁ ଅନେକ ଲୋକ ଆହତ
ମାଲକାନଗିରି: ଡଙ୍ଗା ବୁଡ଼ି ୨ ନିଖୋଜ
ନିଖୋଜ ଦୁଇ ଜଣ ହେଲେ ଜିଲ୍ଲାର ଡିଣ୍ଡିଗୁଡ଼ା ଗ୍ରାମର ସଜିତ କିଡିଙ୍ଗା ଓ ବଳରାମ କିଡିଙ୍ଗା।
ପୁଣି ଖଟିଆ ରେ ୭ କିଲୋମିଟର ବୁହାହେଲେ ରୋଗୀ
ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକ ଅନ୍ତର୍ଗତ କୁଟିକିଆ ପଂଚାୟତ ର ମାଜାବାଲି ଗାଁ ରେ