Browsing Category
ଦେଶ ବିଦେଶ
ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇସିସିସିର ବାଧ୍ୟତାମୂଳକ ଧାରା ଲାଗୁ
କାନାଡାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବାଧ୍ୟତାମୂଳକ ଆଇନ
୧୯୭୫ ଜରୁରୀକାଳୀନ ପରିସ୍ଥିତି ସବୁଦିନ ପାଇଁ ଏକ କଳାଦିନ ଭାବେ ସ୍ମରଣୀୟ: ପ୍ରଧାନମନ୍ତ୍ରୀ
ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି: ମୋଦି
ମୋଦିଙ୍କୁ ଇଜିପ୍ଟର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଅର୍ଡର ଅଫ୍ ଦି ନାଇଲ୍’
ଇଜିପ୍ଟର ରାଷ୍ଟ୍ରପତି ଅବ୍ଦେଲ ଫତ୍ତାହ ଏଲ-ସିସି ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି
ଗୁଜରାଟରେ ଗ୍ଲୋବାଲ ଫିନଟେକ୍ ଅପରେସନ୍ ସେଣ୍ଟର ପ୍ରତିଷ୍ଠା କରିବ ଗୁଗଲ: ସୁନ୍ଦର ପିଚାଇ
କମ୍ପାନୀ ଏହାର ୧୦ ବିଲିୟନ ଡଲାର ଡିଜିଟାଇଜେସନ ପାଣ୍ଠି ଜରିଆରେ ଭାରତରେ ପୁଞ୍ଜିନିବେଶ କରିବ
ତେଲେଙ୍ଗାନାରେ ଖୋଲିଲା ଭାରତର ସର୍ବବୃହତ ଘରୋଇ ରେଳ କୋଚ୍ କାରଖାନା
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ରେଳ କାରଖାନା ଉଦଘାଟନ କରିଛନ୍ତି
୯ ବର୍ଷ ପରେ ଚାଇନାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ
୨୦୧୪ ମେ ୨୯ରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା
ଜମ୍ମୁ-କଶ୍ମୀର: ୨ ଲସ୍କର-ଇ-ତୋଇବା ଆତଙ୍କବାଦୀ ଗିରଫ
ସେମାନଙ୍କ ନିକଟରୁ ୧୨ଟି ଏକେ-୪୭ ରାଉଣ୍ଡ, ଗୋଟିଏ ହ୍ୟାଣ୍ଡଗ୍ରେନେଡ୍ ଓ ନଗଦ ୧ ଲକ୍ଷ ଟଙ୍କା ଜବତ