Author
Darshana
ଇଞ୍ଜିନ ଖରାପ ହେବାରୁ ଦିଲ୍ଲୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ
ବଜେଟ୍-ଇଣ୍ଡିଆନ୍ ଏୟାରଲାଇନ୍ସର ଏୟାରବସ୍ ଏ୩୨୧ନିଓ ବିମାନରେ ଏହି ଘଟଣା ଘଟିଛି
ୟୁଇଏଫ୍ଏ ଚାମ୍ପିୟନ୍ସ ଲିଗ୍ ୨୦୨୨-୨୩ ଟାଇଟଲ ଜିତିଲା ମାଞ୍ଚେଷ୍ଟର ସିଟି
୬୮ ମିନିଟରେ ସ୍ପେନିସ୍ ମିଡ୍ ଫିଲ୍ଡରଙ୍କ ଗୋଲ୍ ପେପ୍ ଗାର୍ଡିଓଲାଙ୍କ ମାଞ୍ଚେଷ୍ଟର ସିଟି ପାଇଁ କଠିନ ମ୍ୟାଚ୍ ଜିତି ନେଇଥିଲା
ବଜ୍ରପାତରେ ୨ ମୃତ, ୩ ଗୁରୁତର
ଆଜି କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡଘଡି ହୋଇଥିଲା
୧ ବର୍ଷ ମଧ୍ୟରେ ୨୨୦ ଟନ୍ ଗଞ୍ଜେଇ ଓ ୭୮ କେଜି ବ୍ରାଉନସୁଗାର ନଷ୍ଟ କରିଛି ଓଡ଼ିଶା ପୁଲିସ
୧୪୩୪ଟି ମାମଲାରେ ୨୨୦ ଟନ୍ ଗଞ୍ଜେଇ ଓ ୧୨୯ଟି ମାମଲାରେ ୭୮ କେଜି ବ୍ରାଉନସୁଗାର ଜବତ
ଓଡିଶାରେ ବିଜୁଳି କାଟ ହେଉନି, ଟ୍ରାନ୍ସଫର୍ମର ପୋଡିବା ବିଦ୍ୟୁତ ବିଚ୍ଛିନ୍ନର କାରଣ: ଶକ୍ତି…
ଭିତିଭୂମି ଅଭାବ ଓ ମରାମତି କାର୍ଯ୍ୟ ପାଇଁ ଅଧିକ ସମୟ ଲାଗୁଥିବାରୁ ବିଦ୍ୟୁତ ବିଚ୍ଛିନ୍ନର ଏକ ମୁଖ୍ୟ କାରଣ
ମଂଚ ଉପରେ ଟଳି ପଡିଲେ ମାଲେସିୟାନ ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶାନ୍
ସୋର ଆୟୋଜକ ଜଗବନ୍ଧୁ ଜେନାଙ୍କ ସୂଚନା
କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ଅଗ୍ନିକାଣ୍ଡ
ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନର ୱାଗନରେ ଏହି ଅଗ୍ନିକାଣ୍ଡ ଘଟିଥିଲା
ଜନ ସମ୍ପର୍କ ଅଭିଯାନ:ଜୁନ ୧୭ରେ ଓଡିଶା ଆସିବେ ଅମିତ ଶାହା
ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ନିଶ୍ଚିତ କରିଛନ୍ତି