Author
Darshana
RCB ବିଜୟ ଉତ୍ସବରେ ଦଳାଚକଟା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ
ଆହତଙ୍କ ମାଗଣା ଚିକିତ୍ସା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
ଆଜି ବିଶ୍ୱ ପରିବେଶ ଦିବସ: ଚଳିତ ବର୍ଷର ଥିମ୍ ‘ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ’
ଏହି ଦିବସର ମୂଳ ଉଦ୍ଦେଶ୍ୟ ବିଷୟରେ ଜାଣନ୍ତୁ 'ଦର୍ଶନ ଆଇନାରେ ଇତିହାସର ପୃଷ୍ଠା'ରେ
ବର୍ଷା ଋତୁରେ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ବୈଠକ ଅନୁଷ୍ଠିତ
ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ ୨୦୨୫’ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟନ
୧୪୭ ବିଧାନସଭା କ୍ଷେତ୍ରରେ ନିମାପଡ଼ା ହେବ ଉତ୍କର୍ଷ ବିଧାନସଭା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
କୋରାପୁଟ ମେଡ଼ିକାଲ କଲେଜ ଆଇସିୟୁରେ ରୋଗୀଙ୍କ ମୃତ୍ୟୁ ବିଷୟରେ କାର୍ଯ୍ୟାନୁଷ୍ଠାନ
ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ
ସମ୍ପୃକ୍ତ ଡାକ୍ତର କାର୍ଯ୍ୟରୁ ନିଲମ୍ବିତ
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା
ନିରପେକ୍ଷ ତଦନ୍ତ କରି ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର
ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
ଢେଙ୍କାନାଳରେ ୩୦୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଆମ ଯୁବ ପିଢିଙ୍କ କ୍ରୀଡା ପ୍ରତି ଥିବା ଉଚ୍ଚ ଆଶାକୁ ଆହୁରି ଆଗକୁ ନେବ: ମୁଖ୍ୟମନ୍ତ୍ରୀ