Browsing Category
ଓଡିଶା
ବାଲେଶ୍ୱର ରେଳ ଦୁର୍ଘଟଣା ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ
ସିବିଆଇର ୧୦ ଜଣିଆ ଟିମ୍ ବାହାନଗା ରେଳ ଷ୍ଟେସନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ସୁନ୍ଦରଗଡ଼: ଭିଜିଲାନ୍ସ ସ୍କାନରରେ ଆରଡବ୍ଲୁଡି ଆସିଷ୍ଟାଣ୍ଟ ଇଞ୍ଜିନିୟର
ସୁନ୍ଦରଗଡ଼ର ୭ଟି ସ୍ଥାନରେ ଚଢାଉ ଜାରି ରହିଛି
ବିଳମ୍ବରେ ଆସିପାରେ ମୌସୁମୀ: ଆଇଏମଡି
ଦକ୍ଷିଣ ଆରବ ସାଗରରେ ପଶ୍ଚିମ ପବନ ବୃଦ୍ଧି ପାଉଥିବାରୁ ସ୍ଥିତି ଅନୁକୂଳ ହେବାରେ ଲାଗିଛି
ଯାଜପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର
ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତେ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଜଣାପଡିଛି
ଇଟାମାଟି ଶ୍ରୀ ଜଗନ୍ନାଥ ମନ୍ଦିର ବେଢାରେ ପବିତ୍ର ସ୍ନାନ ପୂର୍ଣମୀ ପାଳିତ
ଶ୍ରୀ ଯଜ୍ଞଦତ୍ତ ରଥ ଓ ପ୍ରଜ୍ଞାଦତ୍ତ ରଥ ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଶଣ କରିଥିଲେ
ଓଡ଼ିଶାର ୩ଟି ସହରରୁ କୋଲକାତାକୁ ଯାତ୍ରା କଲା ୫୯ଟି ବସ୍
ପୁରୀ, କଟକ ଓ ଭୁବନେଶ୍ୱରରୁ କୋଲକାତାକୁ ଟ୍ରେନ୍ ଚଳାଚଳ ସ୍ବାଭାବିକ ନ ହେବା ପର୍ୟ୍ୟନ୍ତ ଯାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ଉପଲବ୍ଧ ହେବ
ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ ନୁହେଁ, ୨୭୫: ମୁଖ୍ୟ ଶାସନ ସଚିବ
ଦୁଇ ଥର ମୃତଦେହ ଗଣନା କରାଯାଇଥିବାରୁ ମୃତକଙ୍କ ସଂଖ୍ୟା ୨୮୮ ବୋଲି କୁହା ଯାଉଥିଲା