ପ୍ରକାଶ ପାଇଲା ICSE ଦଶମ ବୋର୍ଡ ରେଜଲ୍ଟ, ୱେବସାଇଟ୍

ନୂଆଦିଲ୍ଲୀ: ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ରେଜଲ୍ଟ ଆସିବା ସହ ହଜାର ହଜାର ଛାତ୍ରଛାତ୍ରୀଙ୍କ ଅପେକ୍ଷର ଅନ୍ତ ଘଟିଛି । କାଉନସିଲ ଫର୍ ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏଗଜାମିନେସନ ପରୀକ୍ଷା ଫଳ ଘୋଷଣା କରିଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଆଇସିଏସଇର ୱେବସାଇଟ୍ cisce.org ଏବଂ results.cisce.orgରେ ନିଜର ରେଜଲ୍ଟ ଦେଖିପାରିବେ।

CISCE ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ମେ ମାସରେ ଆୟୋଜନ କରିଥିଲା । ଏହି ପରୀକ୍ଷାରେ ପାସ ହେବା ପାଇଁ ଛାତ୍ରଙ୍କୁ ଅତି କମରେ ୩୩ ପ୍ରତିଶତ ମାର୍କ ରଖିବାକୁ ପଡିଥାଏ । CISCE ବୋର୍ଡ ଚଳିତ ବର୍ଷ ପରୀକ୍ଷାକୁ ଦୁଇଟି ଟର୍ମରେ ଆୟୋଜିତ କରିଥିଲେ । ଛାତ୍ରଛାତ୍ରୀ ନିଜର ରେଜଲ୍ଟ ମୋବାଇଲ ଫୋନରେ ଏସଏମଏସ ଜରିଆରେ ମଧ୍ୟ ଜାଣିପାରିବେ । ଏଥିପାଇଁ I