Browsing Category
ଦେଶ ବିଦେଶ
ଭାରତୀୟ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ
କୌଣସି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ନ ହେବା ପାଇଁ ସବୁ ଥିଏଟରରେ ପୋଲିସ ମୁତୟନ
ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପାଇଁ ଗୀତା ପ୍ରେସ ବିବେଚିତ
ଗୀତା ପ୍ରେସ୍ ପ୍ରତିଷ୍ଠାର ଶହେ ବର୍ଷ ପୂର୍ତ୍ତି ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ
ଫିଲିପାଇନ୍ସ: ୧୨୦ ଯାତ୍ରୀ ବିଶିଷ୍ଟ ଜାହାଜରେ ଲାଗିଲା ନିଆଁ
ଫିଲିପାଇନ୍ସ ଦ୍ୱୀପପୁଞ୍ଜ ସିକିଜୋର ଏବଂ ବୋହୋଲ ମଧ୍ୟରେ ଜାହାଜଟି ଯାତ୍ରା କରୁଥିବା ବେଳେ ନିଆଁ ଲାଗିଛି
ରଥଯାତ୍ରା ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ: ମନ୍ କି ବାତରେ ମୋଦି
ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମୋଦି
ଜେଇଇ ଆଡଭାନ୍ସଡ ୨୦୨୩ ରେଜଲ୍ଟ ପ୍ରକାଶିତ
ଭାଭିଲାଲା ଚିଡଭିଲାସ ରେଡ୍ଡୀ ୩୬୦ରୁ ୩୪୧ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି
ଜୁନାଗଡରେ ଦରଘା ଜବରଦଖଲ ଉଚ୍ଛେଦ ନୋଟିସ୍ ଜାରି: ପୋଲିସ ଉପରକୁ ପଥର ମାଡ
ପଥରମାଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ବାତ୍ୟା ବିପର୍ଯ୍ୟୟ ପ୍ରଭାବ: ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ
ଓଡ଼ିଶା ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା
୭୦,୦୦୦ ନିଯୁକ୍ତି ପତ୍ର ବଂଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦି
ବିଭିନ୍ନ ସରକାରୀ ବିଭାଗରେ ଯୋଗ ଦେବେ ନବନିଯୁକ୍ତ କର୍ମଚାରୀ
ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବାତ୍ୟା ବିପର୍ଯ୍ୟୟର ସମୀକ୍ଷା ବୈଠକ
ସମ୍ଭାବ୍ୟ ବାତ୍ୟା ପାଇଁ ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି
ଇଞ୍ଜିନ ଖରାପ ହେବାରୁ ଦିଲ୍ଲୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ
ବଜେଟ୍-ଇଣ୍ଡିଆନ୍ ଏୟାରଲାଇନ୍ସର ଏୟାରବସ୍ ଏ୩୨୧ନିଓ ବିମାନରେ ଏହି ଘଟଣା ଘଟିଛି