Browsing Category
ଓଡିଶା
ପ୍ରକାଶ ପାଇଲା ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି
ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆବେଦନ
ଭିଜିଲାନ୍ସ କବଳରେ ପିଏମ୍ଏୱାଇ ବୈଷୟିକ ପରାମର୍ଶଦାତା
ପିଏମଏୱାଇ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କଟକ ଇଞ୍ଜିନିୟର
ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଜାରି
ଆଜିଠୁ ୨ ଦିନ ପର୍ଯ୍ୟନ୍ତ ଗରମରୁ ଆଶ୍ୱସ୍ତି ନାହିଁ: ଆଇଏମଡି
ଅଂଶୁଘାତ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଆଇଏସଆଇକୁ ଓଟିପି ସେୟାରିଂ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ
ପୂର୍ବରୁ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା
ପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ
ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ
ବଜ୍ରପାତରେ ୨ ମୃତ, ୩ ଗୁରୁତର
ଆଜି କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡଘଡି ହୋଇଥିଲା
୧ ବର୍ଷ ମଧ୍ୟରେ ୨୨୦ ଟନ୍ ଗଞ୍ଜେଇ ଓ ୭୮ କେଜି ବ୍ରାଉନସୁଗାର ନଷ୍ଟ କରିଛି ଓଡ଼ିଶା ପୁଲିସ
୧୪୩୪ଟି ମାମଲାରେ ୨୨୦ ଟନ୍ ଗଞ୍ଜେଇ ଓ ୧୨୯ଟି ମାମଲାରେ ୭୮ କେଜି ବ୍ରାଉନସୁଗାର ଜବତ